https://kanaknews.com/javelin-thrower-sumit-antil-wins-gold/
ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ । ଜାଭେଲିନ ଥ୍ରୋରେ ସୁମିତ ଅନ୍ତିଲ ଆଣିଲେ ସ୍ୱର୍ଣ୍ଣ ପଦକ ।